News

ନୂଆଦିଲ୍ଲୀ,୧୪।୭: ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ...
ନୂଆଦିଲ୍ଲୀ,୧୪ା୭; ଗତବର୍ଷ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ରଦ୍ଦ କରିବା ସତ୍ତ୍ୱେ ୨୦୨୪-୨୫ ଆର୍ଥତ୍କ ବର୍ଷରେ ଅନିଲ ଅଗ୍ରଓ୍ବାଲଙ୍କ କମ୍ପାନୀ ...
ଭୁବନେଶ୍ୱର,୧୪ା୭(ରବିନାରାୟଣ ଜେନା): ଜନଶୁଣାଣି ପ୍ରତି ଲୋକଙ୍କ ଯେତିିକି ବିଶ୍ୱାସ ରହିଛି, ଆଗାମୀ ଦିନରେ ଏହା କିଭଳି ଜନତାଙ୍କ ହୃଦୟ ଜିଣିବ ସେ ନେଇ ...
ନୂଆଦିଲ୍ଲୀ,୧୪ା୭: ଦିଲ୍ଲୀ ୟୁନିଭର୍ସିଟିରେ ପଢ଼ୁଥିବା ତ୍ରିପୁରାର ସ୍ନେହା ଦେବନାଥ(୧୯) ସପ୍ତାହେ ହେଲା ନିଖୋଜ ଅଛନ୍ତି। ଦିଲ୍ଲୀ ପୋଲିସ ଏବଂ ...
ମୁମ୍ବାଇ: ଆସନ୍ତା ଫେବୃଆରୀ ୧୩ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ’ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ...
ଭୁବନେଶ୍ୱର,୧୪ା୭(ସୁନିତ୍‌ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ...
ଟୋକିଓ: ଜାପାନର କାନ୍‌ସାଇ ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏକ୍ସ) ଏବେ ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି। ଓସାକା ଉପସାଗରର ମଧ୍ୟଭାଗରେ ୨ଟି ...
ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ମାଟିରେ ପାଦ ଦେବାର ଅବ୍ୟବହିତ ପୂର୍ବରୁ ଭାରତବର୍ଷର ...
ପାଲଘର,୧୪ା୭: ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ୍‌ ଠାକ୍‌ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ...
ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌. ଦ୍ୱିତୀୟ ବର୍ଷର ଛାତ୍ରୀ ୧୨ ଜୁଲାଇରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ...
ଚେନ୍ନାଇ,୧୪ା୭(ପି.ଟି.): ତାମିଲନାଡୁ ତିରୁଭଲ୍ଲୁରଠାରେ ରବିବାର ଡିଜେଲ ନେଉଥିବା ଏକ ମାଲ୍‌ବାହୀ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ...
ବର୍ତ୍ତମାନ ଶ୍ରବଣ କୁମାରଙ୍କ ଭଳି ମାତାପିତାଙ୍କୁ ଭକ୍ତି ପ୍ରଦର୍ଶନ କଥା ଭାବିଲେ ଅସମ୍ଭବ ମନେହୁଏ। କିନ୍ତୁ ଏଭଳି ଭକ୍ତି ପ୍ରଦର୍ଶନ କରି ଉଦାହରଣ ...